ଜଗତର ନାଥ ଜଗନ୍ନାଥ ସର୍ବତ୍ର ବିଦ୍ୟମାନ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ଶ୍ରୀକ୍ଷେତ୍ର ପୁରୀରେ ନୁହେଁ ବିଦେଶରେ ମଧ୍ୟ ଘୋଷଯାତ୍ରା ପାଳନ ହୋଇଛି । ଓଡ଼ିଆ ସମାଜ ଓ ଇସ୍କନ ମିଳିତ ଆନୁକୂଲ୍ୟରେ ବାହରିନରେ ରଥଯାତ୍ରା ଅନୁଷ୍ଠିତ
#ArgusNews #Odisha #ArgusNewsTV #Baharin #RathYatra2021 Dharmendra Pradhan #OdiaSamaj