#ବିଦେଶରେ_ରହିବି_ଭୁଲି_ନାହାନ୍ତି_ନିଜ_ମାଟି_ମାଆ_ଓ_ଭାଷାକୁ
#ବିଦେଶୀ_ମାଟିରେ_ନିଜ_ଭାଷାର_କରୁଛନ୍ତି_ପ୍ରଚାର_ପ୍ରସାର
ଦୁବାଇରେ ରହୁଥିବା ଓଡ଼ିଆ ଝିଅ ଲିପିକା ଦାସ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରରେ ଲାଗିଛନ୍ତି । ଦୁବାଇର ଅଜମାନ ସହରରେ ଆୟୋଜିତ କଳା ପ୍ରଦର୍ଶନୀରେ ଭାଗ ନେଇଥିଲେ ଲିପିକା । ସେଠାରେ ନିଜ ପ୍ରଦର୍ଶନୀ ମାଧ୍ୟମରେ ସେ ଓଡ଼ିଆ ଭାଷାର ପ୍ରଚାର କରାଇଛନ୍ତି । ଏକ ପେଣ୍ଟିଂ ଗ୍ଲାସରେ ଓଡ଼ିଆରେ ବିଭିନ୍ନ ଶବ୍ଦ ଲେଖି ଏହାକୁ ପ୍ରଦର୍ଶିତ କରାଇଛନ୍ତି ।
#uae #lipikadas #odialanguage #painting #Odisha #ArgusNews