ଟି -20 ଲିଗରେ ବଢିବାକୁ ଲାଗିଛି ଭାରତୀୟ ମହିଳା କ୍ରିକେଟରଙ୍କ ଦବଦବା । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ମହିଳା ବିଗବାସ ଲିଗ ପାଇଁ ୭ ଜଣ ଭାରତୀୟ ମହିଳା କ୍ରିକେଟର ମନୋନୀତ ହୋଇଛନ୍ତି।
#T20 #womencricketers #indiateam #australia #played #cricket #bigbangleague #National #ArgusNews