#ବିନା_ଛୁଟିରେ_୨୭_ବର୍ଷ_ଚାକିରି
#କମ୍ପାନୀ_ଦେଲାନି_ଉଚିତ_ସମ୍ମାନ
ପେଶାକୁ ନିଶା କରିଦେଇଥିଲେ କେଭିନ ଫୋର୍ଡ । ବୃତ୍ତିରେ କ୍ୟାସିୟର । ଆମେରିକାର ଲାସ ଭେଗାସ ସହର ବର୍ଗର କିଙ୍ଗ କମ୍ପାନୀରେ ଚାକିରି କରନ୍ତି ସେ । ତାଙ୍କ ପାଇଁ କର୍ମ ହିଁ ଭଗବାନ । ଦିନେ ହେଲେ ବି କାମରେ ହେଳା କରନ୍ତିନି । ଛୁଟି ନେବା କଥା ସ୍ବପ୍ନରେ ଚିନ୍ତା କରନ୍ତିନି । ଏଭଳି ବିତି ଗଲା ୨୭ ବର୍ଷ । ଏବେ ତାଙ୍କୁ ୫୪ ବର୍ଷ । ଚାକିରି ଜୀବନରେ ଦିନେ ହେଲେ ବି ଛୁଟି ନେଇ ନାହାନ୍ତି କେଭିନ ।
#america #burgerking #company #kevinfoard #jobs #Odisha #ArgusNews