ବିନା ଟାଇପିଂରେ ଟାଇପ ହେବ ମନର ଭାବନା । ଆପେ ଟାଇପ୍ ହୋଇ ସେଣ୍ଡ୍ ହୋଇଯିବ । ସମ୍ବବ କରି ଦେଖାଇଛନ୍ତି ଅଷ୍ଟ୍ରେଲିଆର ଫିଲିପ ଓ'କେଫ । କେବଳ ଚିନ୍ତା କରି ବାର୍ତ୍ତା ପଠାଇବାରେ ହେଲେ ଦୁନିଆର ପ୍ରଥମ ବ୍ୟକ୍ତି ।
#FirstPerson #Twitt #usingbrain #automatically #typing #australia #FirstPerson #ArgusNews