ବିମାନ ଭିତରେ ବିଡି ଟାଣିବା, ସିଗାରେଟ୍ ପିଇବା ଦଣ୍ଡନୀୟ ଅପରାଧ । ବିମାନ ଭିତର କଥା ଛାଡନ୍ତୁ, ବିମାନବନ୍ଦର ପରିସରରେ ମଧ୍ୟ ଏଭଳି କାର୍ଯ୍ୟ କଲେ ଆପଣ ଆଇନ୍ ଦ୍ବାରା ଦଣ୍ଡିତ ହେବାର ବିଧାନ ରହିଛି। କିନ୍ତୁ ଏ ଦୃଶ୍ୟ ଦେଖିଲା ପରେ ଆପଣଙ୍କୁ ଅଡୁଆ ଲାଗିପାରେ। ସୁରକ୍ଷା ବଳୟ ଭିତରେ ରହୁଥିବା ବିମାନ ଭିତରେ ଜଣେ ବ୍ୟକ୍ତି ବେପରୁଆ ଭାବେ ସିଗାରେଟ୍ ଟାଣୁଛନ୍ତି ।
#vairalvideo #airport #flight #smoking #Odisha #ArgusNews