#ବିରୋଧ_କରୁଥିବା_ପିଲେ_ଏ_କଥା_ସବୁ_ଜାଣିବା_କଥା
ବାସ୍ତବରେ ୧୭-୧୮ ବର୍ଷ ବୟସରେ ପିଲେ କୁପଥରେ ଗୋଡ ପୂରାଇ ଦିଅନ୍ତି। ଚା, ସିଗାରେଟ ଓ ନିଶାରେ ଆଦ୍ୟ ଯୌବନ ନଷ୍ଟ ହୁଏ। କିନ୍ତୁ ଅଗ୍ନିପଥ ଯୋଜନାରେ ଚାକରି ମିଳିଲେ ସେହି ୪ବର୍ଷ ବୟସରେ ଜଣେ ପିଲା ୨୩ଲକ୍ଷ ୪୩ ହଜାର ୧୬୦ ଟଙ୍କା ରୋଜଗାର କରିପାରିବ । ଜୀବନର ଗତିପଥକୁ ଶଳଖି ପାରିବ। #AgniPath #Agnibir #indiansoldier #Odisha #ArgusNews