ବିଶ୍ବରେ ବଢିଲା ମୋଦିଙ୍କ ଲୋକପ୍ରିୟତା । ଜୋ ବାଇଡେନ, ବୋରିସ୍ ଜନସନ, ଆଞ୍ଜେଲା ମର୍କେଲ, ଜଷ୍ଟିନ ଟ୍ରୁଡୋ ଏବଂ ଅନ୍ୟ ହେଭିୱେଟଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଟପ ଲିଡର ସର୍ଭେରେ ଶୀର୍ଷରେ ରହିଛନ୍ତି।
#ArgusNews #National Narendra Modi #Popularity #WorldWidePopular