#ବିଶ୍ବର_ସବୁଠୁ_ପତଳା_ଓ_ଆକାଶଛୁଆଁ_କୋଠା
କୋଠାରେ ରହିଛି ୮୪ ମହଲା । ଏଠାରେ ରୁହନ୍ତି ଧନୀ ଓ ସାହାସୀ ଲୋକ । ଆପଣ ହୁଏତ ଦୁନିଆର ଉଚ୍ଚତମ କୋଠା ବିଷୟରେ ଶୁଣିଥିବେ ଏବଂ ଆପଣ ଏହା ସହ ଜଡିତ ସମସ୍ୟାଗୁଡିକ ଜାଣିଥିବେ। କିନ୍ତୁ ଆପଣ ବିଶ୍ବର ସବୁଠାରୁ ପତଳା ଆକାଶ ଛଆଁ ଥିବା କୋଠା ବିଷୟରେ ଜାଣିଛନ୍ତି କି?
#thinnestskyscraper #tallestbuilding #spectacular #worldwide #beautifulview #ArgusNews