ବିଶ୍ବ ପରିବେଶ ଦିବସରେ ଜୈବିକ ଚାଷକୁ ମୋଦିଙ୍କ ଗୁରୁତ୍ବ।
ମାଟିର ଉର୍ବରତା ବଢିଲେ ସୁନାର ଫସଲ ଉତ୍ପାଦନ ହେବ । 2030 ନୁହେଁ, 2025 ସୁଦ୍ଧା ପେଟ୍ରୋଲରେ 20 ପ୍ରତିଶତ ଇଥାନଲ ସମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ ।11ଟି କ୍ଷେତ୍ରରେ ପୁନଃବ୍ୟବହାର ଦ୍ବାରା ଉତ୍ସଗୁଡ଼ିକର ଉତ୍ତମ ବ୍ୟବହାର କରାଯାଇପାରିବ। ଦେଶରେ ଇଥାନଲ ଉତ୍ପାଦନ ଓ ବିତରଣ ପାଇଁ ପୁଣେରେ E-100 ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ ।
#ArgusNews #ArgusTv #National #WorldEnvironmentDay Narendra Modi