ଶ୍ରୀଲଙ୍କା ପରେ ଏବେ ପାକିସ୍ତାନର ପାଳି । ଚାରିଆଡ଼େ ଚାଲିଛି ରାଜନୈତିକ ହିଂସା, ଦଙ୍ଗା ଓ ଜଳାପୋଡ଼ା । ସାନି ନିର୍ବାଚନ ପାଇଁ ସରିଫ ପ୍ରଶାସନକୁ ୬ ଦିନିଆ ଅଲଟିମେଟମ୍ ଦେଇଛନ୍ତି ଇମ୍ରାନ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଏଭଳି ଅବସ୍ଥା ପଛରେ ଚୀନର ହାତ ଥିବା ସନ୍ଦେହ ।
#srilanka #pakistan #Politicalviolence #Riots #ImranKhan #Pakistan #National #ArgusNews