#ବିହାରରେ_ହିନ୍ଦୁ_ମନ୍ଦିରର_ଅପମାନ
#ମନ୍ଦିରକୁ_ଚପଲ_ପିନ୍ଧି_ଗଲେ_ବିହାର_ଉପ_ମୁଖ୍ୟମନ୍ତ୍ରୀ
ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ସହ ସରକାର ଗଠନ କରିବା ପରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଲଗାତାର ହିନ୍ଦୁ ଆସ୍ଥା ଉପରେ କୁଠାରାଘାତ କରିବାରେ ଲାଗିଛନ୍ତି ।ଏବେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ କରିଛନ୍ତି ।
#bihar #vicechiefminister #temple #ArgusNews