ବିହାର ସାସାରାମ ଓ ବିହାରସରିଫରେ ଉତ୍ତେଜନା। ନାଳନ୍ଦା ବିହାର ସରିଫରେ ୧୪୪ ଧାରା ଲାଗୁ ହୋଇଛି। ଏହାସହ ସମ୍ପୃକ୍ତ ଅଂଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ପ୍ରସାସନ। ବିହାରସରରିଫରେ ଗୁଳିକାଣ୍ଡକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି।
#ArgusNews #Bihar #Sharif #Section144 #National