ଏହି ଭାଇରାଲ ଭିଡିଓଟି କେଉଁଠିକାର ତ ଜଣା ନାହିଁ କିନ୍ତୁ ନାରୀ ଟିଏ କେମିତି ତାହାର ଆତ୍ମ ରକ୍ଷା କରିପାରିବ ଏହା ତାହାର ନିଚ୍ଛକ ଉଦାହରଣ । ଗୋଟେ ହାତରେ ଢାଲ ଆଉ ଗୋଟେ ହାତରେ ବାଡି । ସାମନାରେ ଶତ୍ରୁ । ସେ ବିଚଳିତ ହେଉନାହାନ୍ତି । ବରଂ ଶତ୍ରୁ ଆଖିରେ ଆଖି ମିଶାଇ ଉଚିତ ଜବାବ ଦେଉଛନ୍ତି ।
#viralvideo #women #protect #badikhela #ArgusNews