ନଭେମ୍ବର 10, 1947 ମସିହାର ସେହି ରାତି ।
ରାଜୌରୀ ନରସଂହାରର ସେହି ଭୟଙ୍କର କାହାଣୀ । ଯାହାକୁ ମନେ ପକାଇ ଆଜି ମଧ୍ୟ ପାକ ଅଧିକୃତ କାଶ୍ମୀରର ବିସ୍ଥାପିତ ମାନଙ୍କ ଲୋମ ଟାଙ୍କୁରି ଉଠେ ।
#POK #KashmirRefugee #RajouriMassacre #ForgottenMassacre #Pakistan #Infiltration #BraveSoldiers #IndianSoldiers #ArgusNews