ବୁଦ୍ଧଙ୍କ ଉପଦେଶରୁ ମିଳିଛି ଦେଶକୁ ‘ଆତ୍ମନିର୍ଭର ଭାରତ’ର ପ୍ରେରଣା । ଭାରତର ସମ୍ବିଧାନ ବୁଦ୍ଧଙ୍କ ବାଣୀ ଦ୍ବାରା ପ୍ରେରିତ । ସାରା ବିଶ୍ବକୁ ସାଥିରେ ନେଇ ଆଗେଇବାକୁ ସଂକଳ୍ପବଦ୍ଧ ଭାରତ । କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦଘାଟନ ଅବସରରେ ଭଗବାନ ବୁଦ୍ଧଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ।
#BuddhaAdvice #ConstitutionofIndia #lordbuddha #Kushinagar #Buddhism #NarendraModi #ArgusNews