ରାଜ୍ୟରେ ବୟନ ଶିଳ୍ପରୁ ବିକାଶ । ପୀୟୁଷ ଗୋୟଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ପିଏମ୍ ମିତ୍ର ଯୋଜନାରେ ଓଡ଼ିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଚିଠିରେ ଅନୁରୋଧ । ସୃଷ୍ଟି ହେବ ରୋଜଗାର, ସାକାର ହେବ ପିଏମଙ୍କ ସ୍ବପ୍ନ ।
#UnionMinister #DharmendraPradhan #letters #PiyushGoyal #textileindustry #PMMitraYojana #purvodayamission #Benefits #National #ArgusNews