ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ।ଭଗବାନ ଶିବଙ୍କ ପରେ ବୈଦିକ ରୁଷି ମୁନିଙ୍କ ଦ୍ଵାରା ହିଁ ଯୋଗା ଆରମ୍ଭ ବୋଲି ଆମେ ମାନିଥାଉ। ପରେ ପରେ କୃଷ୍ଣ ,ବୁଦ୍ଧ ,ମହାବୀର ଆଦି ମଧ୍ୟ ନିଜ ନିଜ ଚିନ୍ତାଧାରା ହିସାବରେ ଯୋଗା ପ୍ରସାର କରିଛନ୍ତି ।
#viralvideo #youg #smallboy #ArgusNews