#ବୟସ_୫୩
#କିନ୍ତୁ_ଏ_ମାଉସୀ_ପୁରା_ଯୁଆନ
#ପେଟରେ_ସିକ୍ସ_ପ୍ୟାକ
#ବଡିବିଲ୍ଡିଂରେ_ତାଙ୍କର_ଧାକ୍
ଦେଖିଲେ କେହି ବିଶ୍ବାସ କରିବେନି, ତାଙ୍କ ବୟସ ୫୩ । ତାଙ୍କର ନାତି ନାତୁଣୀ ହୋଇ ସାରିଛନ୍ତି । ତଥାପି ସେ ସୁପରଫିଟ୍ । ତାଙ୍କ ସିକ୍ସ ପ୍ୟାକ ଏବେ ଯୁବପିଢିଙ୍କ ଈର୍ଷ୍ୟାର କାରଣ । ଆମେ କହୁଛୁ ଲଣ୍ଡନର ଆଣ୍ଡ୍ରିଆ ସନ୍ଶାଇନଙ୍କ କଥା ।
#andrea #london #bodybuilder #Odisha #ArgusNews