ବିହାରର ଗୟା ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବାଳକର ସ୍କୁଲ ବ୍ୟାଗରେ ଥିବା ଭଗବତ ଗୀତାକୁ ଡଷ୍ଟବିନରେ ଫିଙ୍ଗି ଦେଇଥିବା ଶିକ୍ଷକ ସଦାଫ ଜହାଁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ କର୍ତୃପକ୍ଷ ବହିଷ୍କୃତ କରିଛନ୍ତି
#bihar #gaya #bhagavatGita #religion #sacredbook #disrespect #ArgusNews