ଭାଇ ଭଉଣୀର ସମ୍ପର୍କ ଅତି ନିଆରା । ଭାଇଭଉଣୀର ସମ୍ପର୍କ ହେଉଛି ଗୋଟିଏ ରାସ୍ତାର ଦୁଇଟି ପାର୍ଶ୍ୱ। କୁହାଯାଏ ଭାଇ ଭଉଣୀ କହ କାହାଣୀ। ଭାଇ ଭଉଣୀଙ୍କ ସଂପର୍କ ସବୁବେଳେ ଖଟାମିଠାର ସମ୍ପର୍କ । ଯେଉଁ ସମ୍ପର୍କରେ ଛଳନା ନଥାଏ। କେବଳ ଥାଏ ମେଞ୍ଚାଏ ଭଲ ପାଇବା ।
#viralvideo #brother #sister #love #brothersisterlove #brotherslove #brothersister #argusnews