#ପାକିସ୍ତାନରେ_ବୃଦ୍ଧି_ପାଇଛି_ଭାରତର_ଦୂରଦର୍ଶନ_ଏବଂ_ରେଡ଼ିଓର_ଚ୍ୟାନେଲର_ଚାହିଦା
ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡ଼ିଓର ୟୂଟ୍ୟୁବ୍ ଚ୍ୟାନେଲକୁ ସବୁଠୁଁ ଅଧିକ ଦେଖୁଛନ୍ତି ପାକିସ୍ତାନୀ ।୧ କୋଟି ୩୩ ଲକ୍ଷରୁ ଉର୍ଦ୍ଧ୍ବ ପାକିସ୍ତାନୀ ଦର୍ଶକ ଏବଂ ଶ୍ରୋତାଙ୍କ ପ୍ରିୟ ଦୂରଦର୍ଶନ ଓ ରେଡ଼ିଓ ।
#ArgusNews #ArgusNewsTV #National #Doordarshan