ବ୍ରହ୍ମୋସ ଓ ୟୁରେନ୍ ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏ ନେଇ ଟ୍ବିଟ୍ କରି ସଫଳତା କଥା କହିଲେ, ଆଣ୍ଡାମାନ ନିକୋବର କମାଣ୍ଡୋ । ଏହା ଦ୍ବୀପର ରକ୍ଷା କରିବା ସହ ସେନାର କ୍ଷମତା ବଢାଇବ
#Brahmosh #missile #AndamanNicobarCommando #ArgusNews