ଏଣିକି ଆହୁରି ଜୋର ଧରିବ ଭାରତର କୋଭିଡ୍ ଟିକାକରଣ ଅଭିଯାନ । ଦେଶୀୟ କମ୍ପାନୀ ସହିତ ବିଦେଶୀ କମ୍ପାନୀ ପ୍ରସ୍ତୁତ ଟିକା ଏଥିରେ ସାମିଲ ହେବାକୁ ଯାଉଥିବା ବେଳେ ରୁଷିଆ ପ୍ରସ୍ତୁତ ଟିକା ସ୍ପୁଟନିକ୍-ଭି ର ଉତ୍ପାଦନ ମଧ୍ୟ ଏଣିକି ଭାରତରେ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି...
#ArgusNews #National #covidvacccine #sputinikv #IndiaSupply