ଆଜି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ । କୃଷ୍ଣଙ୍କ କଥା ପରିକଳ୍ପନା କରିବା ମାତ୍ରକେ ମନକୁ କେତୋଟି ଚିତ୍ର ସ୍ବତଃ ଚାଲିଆସେ । କଳା ରଙ୍ଗର ପୁରୁଷାକୃତି ବିଗ୍ରହ । ମଥାରେ ମୟୂର ଚନ୍ଦ୍ରିକା, ହାତରେ ବଶିଂ ଏବଂ ମଥାରେ ତୀଳକ। ଏହା ହିଁ ଭଗବାନ ଲୀଳା ପୁରୁଷୋତ୍ତମଙ୍କ ସ୍ବରୂପ ।
#maharashtra #vitthaltemple #Janmashtami #festival #Odisha #ArgusNews