ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ପୁରିଛି ୭ ବର୍ଷ । ଭାରତର ବିକାଶକୁ ନୂଆ ଦିଗ ଦେଇଛି ଜନ ଧନ ଯୋଜନା । ସଶକ୍ତ ହୋଇଛନ୍ତି ମହିଳା, ଅଗଣିତ ଦେଶବାସୀଙ୍କୁ ମିଳିଛି ସମ୍ମାନର ଜୀବନ । ସଫଳତା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
#JanDhanYojana #PM #NarendraModi #Developmentofindia #National #ArgusNews