ଭାରତ ଋଷର ଡିଫେନ୍ସ ସିଷ୍ଟମ ଏସ-400 ମୁତୟନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ବିଶ୍ୱର ସବୁଠାରୁ ବଡ ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମକୁ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁ ସେନା ଆଗାମୀ ତିନି ମାସ ମଧ୍ୟରେ ପଂଜାବର ଏୟାରବେସରେ ମୁତୟନ କରିବ
#airforce #defencesystem #India #russia #AirdefenceSystem #ArgusNews