ଭାରତ ଉପରେ ପ୍ରାୟ ୨୦୦ ବର୍ଷ ଶାସନ କରିଥିଲା ବ୍ରିଟିଶ ସାମ୍ରାଜ୍ୟ । ଆମକୁ ଜୋର ଜବରଦସ୍ତି ଶାସନ କରିଥିଲେ ଗୋରା ସାଇବ । ଆଜି ଇତିହାସ କଡ଼ ଲେଉଟାଉଛି । ଦିନେ ଭାରତୀୟଙ୍କୁ ଦେଖି ନାକ ଟେକୁଥିଲେ ବ୍ରିଟେନର ଫିରିଙ୍ଗି । ସେହି ଭାରତୀୟଙ୍କ ହାତରେ ପଡି ପାରେ ବ୍ରିଟେନର ଶାସନ ଡୋରୀ। ହୁଏତ ଆଉ କିଛି ଦିନ ପରେ ବ୍ରିଟେନକୁ ଶାସନ କରି ପାରନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ।
#Britain #politics #indian #Odisha #ArgusNews