ଆତଙ୍କବାଦକୁ ହରାଇଲେ କାଶ୍ମୀରର ପୁଅ । ନିଜ ଖେଳ ପାଇଁ ଆଣିଲେ ପୁରା କାଶ୍ମୀର ପାଇଁ ଗର୍ବ । ଭାରତୀୟ କ୍ରିକେଟ ଟିମରେ ଖେଳିବେ କାଶ୍ମୀର ରୌଜରୀର ଯୁବ କ୍ରିକେଟର୍ ଅମାନ ଜାରୀ । ଅର୍ଗସକୁ ନବ ବର୍ଷର ଶୁଭେଚ୍ଛା ସହ ବାଣ୍ଟିଲେ କାଶ୍ମୀରର ଯୁବ ପିଢୀଙ୍କ ସଂଘର୍ଷରୁ ସଫଳତାର କଥା ।
#AmaanZari #U19CricketTeam #JammuandKashmir #selected #cricketer #KheloIndia Narendra Modi Anurag Thakur #ArgusNews