ଭାରତୀୟ ଜନତା ପାର୍ଟି ବୁଧବାର ଏକ ନୂତନ ସଂସଦୀୟ ବୋର୍ଡ ଘୋଷଣା କରିଛି । ୧୧ ସଦସ୍ୟ ବିଶିଷ୍ଟ ସଂସଦୀୟ ବୋର୍ଡରେ ମୁଖ୍ୟତ ପୁରୁଣା ଏବଂ ବହୁତ ଜଣାଶୁଣା ନାମକୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ନିତିନ ଗଡକରୀ ଏବଂ ଶିବରାଜ ସିଂଚୌହାନଙ୍କୁ ଏହି ନୂତନ ସଂସଦୀୟ ବୋର୍ଡରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ନୂତନ ସଂସଦୀୟ ବୋର୍ଡରେ ଗୋଟିଏ ନୂଆ ନାମ ହେଉଛି ପୂର୍ବତନ ଆଇପିଏସ୍ ଅଧିକାରୀ ଇକବାଲ ସିଂ ଲାଲପୁରା ।
#bjp #IPSofficer #IqbalSinghLalpura #newname #Odisha #ArgusNews