ନୂଆଦିଲ୍ଲୀରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହର ଏକ ସୁନ୍ଦର ଏବଂ ଚିରସ୍ଥାୟୀ ଚିତ୍ର ହେଉଛି ଭାରତୀୟ ପରିବେଶବିତ୍ 72 ବର୍ଷିୟ ଆଦିବାସୀ ମହିଳା ତୁଲାସୀ ଗୌଉଡା । ପାରମ୍ପାରିକ ହାଲକି ସମ୍ପ୍ରଦାୟର ପୋଷାକରେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ବେକକୁ ସଜାଇ ସେ ଖାଲି ପାଦରେ ମଞ୍ଚକୁ ଚାଲିକି ଯାଇ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
#TulsiGowda #IndianEnvironmentalist #PadmashriAwards President of India #Karnataka #Tribal #ArgusNews