ପୁଣି ଥରେ ସାମନାକୁ ଆସିଲା ଚୀନର ମିଛ । ଗଲୱାନ ଉପତ୍ୟକାରେ ଭାରତୀୟ ସୈନିକ ମାନଙ୍କ ଫଟୋ ବୋଲି କହି ଶେୟାର କଲା ଚୀନର ସରକାରୀ ମିଡିଆ । ଏହା ଫେକ ଫଟୋ ଓ ତିଆରି କରାଯାଇଥିବା ଫଟୋ ବୋଲି ମିଳିଲା ପ୍ରମାଣ । ଚୀନର ମିଛର ହେଲା ପର୍ଦାଫାସ ।
#China #exposed #Indiansoldiers #Galvan #Media #National #ArgusNews