ଭାରତୀୟ ସେନା ଯବାନଙ୍କ ସାହସିକ କାର୍ଯ୍ୟ । ନିଜ ଜୀବନକୁ ବିପଦରେ ପକେଇ ୩୦ ଜଣ ସାଧାରଣ ନାଗରିକଙ୍କ ଜୀବନ ବଂଚେଇଲେ ଭାରତୀୟ ସେନାର ଯବାନ । ଜାମ୍ମୁକାଶ୍ମୀରର ଚୌକିବଲ୍- ଟଙ୍ଗଧର ରାସ୍ତାରେ ପାହାଡ଼ରୁ ବଡ଼ ବଡ଼ ବରଫ ଅତଡ଼ା ଖସିବା ଫଳରେ ସେଠାରେ ଫସି ଯାଇଥିଲେ ସ୍ଥାନୀୟ ନାଗରିକ ।
#IndianArmy #Bravery #civilians #savelife #JammuKashmir #Chowball #Tangdhar #Odisha #ArgusNews