ଜାତିସଂଘରେ ବିଶ୍ଵ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ । ଭାରତର ପ୍ରଗତିରେ ବିଶ୍ବର ବିକାଶ ନିହିତ ଥିବା କଥା ମଧ୍ୟ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି , ଭାରତର ବିକାଶ, ବିଶ୍ଵର ବିକାଶ । ସ୍ବାଧୀନତାର 75 ବର୍ଷରେ ପଦାର୍ପଣ କରିଛି ଭାରତ । ଭାଇବ୍ରେଣ୍ଟ ଡେମୋକ୍ରାସିର ପ୍ରକୃତ ପରିଭାଷା ବୁଝାଇଥିଲେ ମୋଦି । ଭାରତ ବିକାଶ ଦିଗରେ ଅଗ୍ରସର ହେଉଛି
'#UnitedNations #PMNarendraModi #Odisha #ArgusNews