ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ୟତିଥି । ୧୬ ଅଗଷ୍ଟ, ୨୦୧୮ରେ ଏହି ମହାନ ବରପୁତ୍ରଙ୍କର ଦେହାନ୍ତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ଭାବେ ତିନି ତିନି ଥର କାର୍ଯ୍ୟ କରିଥିଲେ ଅଟଳ ବିହାରୀ ବାଜପେୟୀ। ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ନୁହଁନ୍ତି । ସେ ଜଣେ କବି ଏବଂ ଲେଖକ ଭାବରେ ମଧ୍ୟ ପରିଚିତ ଥିଲେ।
#ArgusNews #Odisha Atal Bihari Vajpayee #PrimeMinister #india