#ଭାରି_ପଡିଲା_ରୋପ_ୱେ_ରାଇଡ୍
#୨୦ଘଣ୍ଟା_ଜୀବନ_ମୃତ୍ୟୁ_ସହ_ସଂଘର୍ଷ
#ଖୋଲା_ଆକାଶରେ_ଝୁଲି_ରହିଛି_୪୮_ପର୍ଯ୍ୟଟକଙ୍କ_ଜୀବନ
ରୋପ-ୱେ ର ମଜା ନେଇ ମୌଜ କରିବା ଏଠି ଭାରି ପଡିଗଲା । ଦୁଇ ହଜାର ଫୁଟ୍ ଉପରେ ଝୁଲି ରହିଛି ୪୮ ପର୍ଯ୍ୟଟକଙ୍କ ଜୀବନ । ଜୀବନ-ମରଣ ସହ ୨୦ ଘଣ୍ଟାର ସଂଘର୍ଷ । ଝାଡ଼ଖଣ୍ଡର ଦେୱଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଏହି ଦୁର୍ଘଟଣା ଛାତି ଥରାଇଦେଉଛି । ଏବେ ସୁଦ୍ଧା ରୋପ-ୱେ ଟ୍ରଲି ଖସି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ।
#Jharkhand #ropeway #rescued #Odisha #ArgusNews