ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆୟୁଷ୍ମାନ ଖୁରାନାଙ୍କ କମେଡି ଫିଲ୍ମ ଡ୍ରିମ ଗର୍ଲର ସିକ୍ବେଲ ଆସୁଛି। ଏହା ଫ୍ୟାନମାନଙ୍କ ପାଇଁ ଖୁସି ଖବର। ଫିଲ୍ମର ପ୍ରଥମ ଭାଗ ଲୋକଙ୍କୁ ବେଶ ଭଲ ଲାଗିଥିଲା। ବର୍ତ୍ତମାନ ଡ୍ରିମଗର୍ଲ ୨ ମୁଭିର ରିଲିଜ ତାରିଖ ଘୋଷଣା କରାଯାଇଛି।
#bollywood #movie #dreamgirl #ArgusNews