#ଭୂତବଙ୍ଗଳାରେ_ଜାପାନ_ପ୍ରଧାନମନ୍ତ୍ରୀ
#ରାତିରେ_ହଣ୍ଟେଡ୍_ହାଉସରେ_କଣ_ଘଟିଲା_ତାଙ୍କ_ସହ ?
ଯେଉଁ ବଙ୍ଗଳାରେ ଆଗରୁ କୌଣସି ପ୍ରଧାନମନ୍ତ୍ରୀ ରହୁନଥିଲେ ସେହି ବଙ୍ଗଳାରେ କଟାଇଲେ ରାତି I ରାତିରେ ହଣ୍ଟେଡ୍ ହାଉସରେ କ’ଣ ଘଟିଲା ତାଙ୍କ ସହ ? ଯାହା ଘଟିଲା ସେ ଆଉ ରହିପାରିବେ ତ ସେହି ବଙ୍ଗଳାରେ ? ଘଟିଥିବା ଘଟଣା ବାବଦରେ ସେ ସକାଳେ ଜଣେଇଲେ ସାମ୍ବାଦିକଙ୍କୁ I ପୁରା ଜାପାନ ଜାଣିଲା ଭୂତବଙ୍ଗଳାର ରହସ୍ୟ I
#Japan #PrimeMinisterofJapan #Hauntedhouse #HorrorHouse