#ଭ୍ୟାକ୍ସିନେସନରେ_ଭାରତର_ରେକର୍ଡ
100 କୋଟି ଟିକାକରଣର ମ୍ୟାଜିକ ନମ୍ବର ଛୁଇଁଲା ଦେଶ । ଭାରତୀୟ ବିଜ୍ଞାନ ଓ 130 କୋଟି ଦେଶବାସୀଙ୍କ ହୋଇଛି ବିଜୟ । ସଫଳତା ପାଇଁ ଡାକ୍ତର, ନର୍ସଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ।
#COVID19 #coronavaccination #indianrecord PMO India Narendra Modi #Odisha #ArgusNews