#ମଇଁଷିର_ହେବ_ଡିଏନ୍ଏ_ଟେଷ୍ଟ
#ଡିଏନଏ_ହିଁ_କହିବ_ତାର_ମାଲିକ_କିଏ ?
କଥାଟା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। କାହିଁକି ନା ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ସାଧାରଣ ଭାବେ ଡିଏନ୍ଏ ଟେଷ୍ଟକୁ ଆପଣାଯାଏ। ବିଶେଷ କରି ଆପଣ ସର୍ବଦା ମଣିଷର ଡିଏନଏ ଟେଷ୍ଟ ହେଉଥିବା କଥା ଜାଣିଥିବେ । କିନ୍ତୁ କେବେ ମଇଁଷିର ଡିଏନ୍ଏ ଟେଷ୍ଟ ହେବା କଥା ଶୁଣିଛନ୍ତି କି । ଆଉ ତାହା ପୁଣି ମାଲିକାନା ସାବ୍ୟସ୍ତ ପାଇଁ ?
#DNA #test #ownership #Odisha #ArgusNews