ମଡେଲିଂ ଦୁନିଆର ପାଦ ରଖିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। ଏନେଇ ସେ ନିଜ ଆସାଇନମେଣ୍ଟର ଏକ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାରାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏହି ଭିଡିଓଟି ବେଶ ଆଦୃତ ହୋଇଥିବା ଦେଖିବାକୁ ମିଳଛି
#saratendulkar #sachintendulkar #modeling #ArgusNews