#ମଣିଷ_ହୋଇଗଲା_କୁକୁର
#କୁକୁର_ହେବା_ପାଇଁ_୧୨_ଲକ୍ଷ_ଖର୍ଚ୍ଚ
#୪୦ଦିନ_ପରିଶ୍ରମ_ପରେ_ମଣିଷ_ହୋଇ_ପାରିଛି_କୁକୁର
ଏହି କୁକୁରଟିକୁ ଭଲକରି ଦେଖନ୍ତୁ । ଏହା ପ୍ରକୃତରେ କୁକୁର ନୁହେଁ । ଇଏ ହେଉଛନ୍ତି ଜଣେ ମଣିଷ । ଏହି କୁକୁରଟି ହେଉଛି ଟୋକୋ ନାମକ ଜଣେ ଜାପାନୀ ମଣିଷ । ସେ ଏହି ଅବିକଳ କୁକୁର ରୂପ ଧାରଣ କରିଛନ୍ତି ।
#japan #viralvideo #Dog #Man #Toko #spends #12lakh #Odisha #ArgusNews