ମୁହଁରେ ଖୁସି ଓ ଆଶ୍ଵସ୍ତିର ହସ । ଜୟହିନ୍ଦ ନାରାରେ କମ୍ପୁଛି ବିମାନବନ୍ଦର । ଯୁଦ୍ଧର ଘମାଘୋଟ ଲଢେଇ ଭିତରେ ଥିଲା ଜୀବନ । ମରଣ ମୁହଁରୁ ଫେରିଲେ ଭାରତୀୟ । ବିମାନ ବନ୍ଦରରେ ଜୋରଦାର ସ୍ଵାଗତ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଧିଆ ଏବଂ ପିୟୁଷ ଗୋଏଲ । କେନ୍ଦ୍ର ସରକାରଙ୍କୁ କଲେ ଧନ୍ୟବାଦ ।
#indianstudents #studentsreturns #Ukraine #VladimirPutin #International #RussiaUkrainewar #russiaUkraine #Ukrainemilitaryaction #ukraineandrussia #ArgusNews