ଭାରତ ବଂଶଜ ରାଜା ଚାରୀ ମହାକାଶ ଯାତ୍ରା କ୍ଷେତ୍ରରେ ଭାରତ ପାଇଁ ଆଣିଛନ୍ତି ଗୌରବ । ଆମେରିକୀୟ ମହାକାଶ ଉଦ୍ୟୋଗୀ ଏଲନ୍ ମସ୍କ ଏବଂ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମିଳିତ ଉଦ୍ୟମରେ ମହାକାଶକୁ ଯାତ୍ରା କରିଛନ୍ତି ୪ ଜଣ ମହାକାଶ ଯାତ୍ରୀ । ସେମାନଙ୍କ ନେତୃତ୍ବ ନେଇ ମହାକାଶକୁ ବାଟ କଢ଼େଇ ନେଇଛନ୍ତି ଭାରତ ବଂଶଜ ରାଜା ଚାରୀ
#NASA #SpaceJourney #Indian #USA #SpaceX #nationalNews #ArgusNews