ଡିସେମ୍ବର 4 2021ରେ ହୋଇଥିବା ସୂର୍ଯ୍ୟଗ୍ରହଣ କେବଳ ବୈଜ୍ଞାନିକ ନୁହେଁ, ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ କିଛି ନିଆରା ଅନୁଭୂତି ଆଣିଦେଇଥିଲା । ସ୍ପେସ୍ ପ୍ରେମୀମାନଙ୍କ ପାଇଁ ନାସା ୟୁଟ୍ୟୁବରେ ଏକ ଲାଇଭଷ୍ଟ୍ରିମ୍ ବ୍ୟବସ୍ଥା କରିଥିଲା ଯାହା ଫଳରେ ସେମାନେ ନିଜ ଘରୁ ସହଜରେ ସୂର୍ଯ୍ୟ ଗ୍ରହଣକୁ ଦେଖିପାରିଥିଲେ
#sollareclips #spacestation #NASA #ArgusNews