ମହାକାଶରେ ଆରମ୍ଭ ହୋଇଛି ଫିଲ୍ମ ସୁଟିଂ !
ସୁଟିଂ ପାଇଁ ଅକ୍ଟୋବର ୫ ତାରିଖରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ ବା ଆଇଏସଏସରେ ପହଁଚିଛି ରୁଷିଆର ସୋୟୂଜ୍ ଏମଏସ୍- ୧୯ । ପୂର୍ବରୁ ଆମେରିକା ଏଥିପାଇଁ ଯୋଜନା କରି ଆସିଥିବା ବେଳେ ପ୍ରଥମେ ବାଜି ମାରି ନେଇଛି ରୁଷିଆ
#FilmShooting #Space #InternationalSpaceStation #russia #SoyuzMS19 #USA #Odisha #ArgusNews