#ଆଉ_ପୃଥିବୀ_ପୃଷ୍ଠରେ_ନୁହେଁ_ଏଣିକି_ମହାକାଶରେ_ହେବ_ଫିଲ୍ମ_ସୁଟିଂ
#କିଏ_ପ୍ରଥମେ_ମହାକାଶରେ_ଫିଲ୍ମ_ସୁଟିଂ_କରିବ_ସେଥିପାଇଁ_ପ୍ରତିଯୋଗିତା
ଆମେରିକା ପ୍ରସ୍ତୁତ ହେବାବେଳକୁ ବାଜି ମାରିନେବାକୁ ବସିଛି ରୁଷିଆ । ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ଭିନ୍ନ ପ୍ରକାରର ସ୍ପେସ୍ ଓ୍ବାର୍ । ରୁଷିଆକୁ ପଛରେ ପକେଇ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଦେଇଥିଲା ଆମେରିକା । ଏବେ ରୁଷିଆ ନେବାକୁ ଚାହୁଁଛି ତା’ର ପ୍ରତିଶୋଧ ।
#ArgusNews #ArgusNewsTV #National #Space #FilmShooting #competition