ବିଜ୍ଞାନ ଜଗତରେ ମଣିଷ ଏତେ ପ୍ରଗତି କରିଛି ଯେ ଏବେ ଆଉ ମହାକାଶର ଉଚ୍ଚତା ତା ପାଇଁ ସାଜିନାହିଁ ବାଧକ । ଦିନେ କେବଳ ସ୍ପେସ୍ ସାଇନ୍ସିଷ୍ଟ ବା ମହାକାଶ ବିଜ୍ଞାନୀଙ୍କ ପାଇଁ ଯାହା ସହଜ ଥିଲା ଏବେ ତାହା ସହଜ ପାଲଟିବାକୁ ଯାଉଛି ସାଧାରଣ ଲୋକଙ୍କ ପାଇଁ । ଏଣିକି ସାଧାରଣ ଲୋକ ବି ସାଜିବେ ମହାକାଶଚାରୀ ।
#world #scientists #research #SpaceX #since #Odisha #ArgusNews