କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡର ନ୍ୟୁଜ ଏଡିଟର ଅଶ୍ଲିନ ମେଥ୍ୟୁଙ୍କ ଟ୍ୱିଟ ହେଲା ଭାଇରାଲ ।
‘ଡିଭାଇନ ଇଂଟରଭେନସନ’ ବୋଲି ଲେଖି ଜେନେରାଲ ବିପିନ ରାୱତଙ୍କ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ କରି ଥିଲେ ଟ୍ୱିଟ । ଲୋକମାନଙ୍କର ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପରେ ଟ୍ୱିଟକୁ କଲେ ଡିଲିଟ ।
#tweet #socialmedia #helicoptercrashed #NationalHerald #AshlinMathew #controversial #apologize #ArgusNews