ମହାମାରୀ ଭିତରେ ମୋଦିଙ୍କ ବାତ୍ୟା ଚିନ୍ତା
ୟଶ୍ ମୁକାବିଲା ପ୍ରସ୍ତୁତିର କଲେ ସମୀକ୍ଷା। ବରିଷ୍ଠ ଅଧିକାରୀଙ୍କ ସହ ବୈଠକ। ଉପସ୍ଥିତ ଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଉଦ୍ୟମ ସମ୍ପର୍କରେ କଥା ହେଲେ।
#ArgusNews #ArgusTv #National #Corona #Cyclone #Yaas Narendra Modi